କରାଟି
ଦେଖଣା
କରାଟି —
ଉଚ୍ଚାରଣ: Karāṭi
ଦେ. ବି. (ବଣୁଆ ଶବ୍ଦ) —
ଗୋଲାକାର କଙ୍କଣ ବା ପାହୁଡ଼ କଟା ହୋଇ ଦୁଇ ଫାଳ ହେଲା ପରେ ପୁଣି ଉକ୍ତ ଦୁଇ ଫାଳକୁ ପିନ୍ଧିବାର ସୁବିଧା ଲାଗି ଭିତରେ ଦିଆଯିବା ସୁନା ବା ରୂପାର ଲମ୍ବା ପାତିଆ — A narrow leaf of gold or silver put inside the halves of anklets.