କରାଟିଆ ଗନ୍ଧ
ଦେଖଣା
କରାଟିଆ ଗନ୍ଧ —
ଉଚ୍ଚାରଣ: Karāṭiā gandha
ଦେ. ବି —
କୌଣସି ପଦାର୍ଥ ବହୁକାଳ କରାଟରେ ରହିଗଲେ ତହିଁରୁ ବାହାରିବା ରହଣିଆ ଗନ୍ଧ ପରି ଗନ୍ଧ —A bad smell due to a thing being long kept in a closed pot.