Jump to content

କରାଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଟ୍
ଉଚ୍ଚାରଣ: Karāṭ
কারাট

ବୈଦେ. ବି. (ଇଂ. କାରାଟ୍; ଆ. କ୍ବୀରାତ୍) —

୧: ଭଲ ସୁନାକୁ ଖାଦ ମିଶି ସୁନା ସଙ୍ଗେ ତୁଳନା କରିବା ପାଇଁ ବ୍ୟବହୃତ ପରିମାଣବିଶେଷ — ୧. A standard of purity of gold.

[ଦ୍ର—ଭଲ ସୁନାକୁ ଚବିଶ କରାଟ୍ ସୁନା କୁହାଯାଏ ଭେଲ ସୁନାରେ ଯେତେ ପରିମାଣରେ ଅନ୍ୟ ଧାତୁ ମିଶିଥାଏ ତାକୁ ଚବିଶି ଅନୁପାତରେ ବାଦ୍ ଦେଇ ବାକି ଯେତେ ଭଲ ସୁନା ରହେ ତାକୁ ସେହି ପରିମାଣରେ ଏତେ କରାଟ୍ ସୁନା ବୋଲି କୁହାଯାଏ ଯଥା—ଅଠର କରାଟ୍ ସୁନାର ଅର୍ଥ ଯେଉଁ ସୁନାରେ ଅଠର ଭାଗ ଭଲ ସୁନା ଓ ଛଅ ଭାଗ ଅନ୍ୟ ଧାତୁ ଭେଲ ମିଶିଛି] ୨: ମଣିରତ୍ନାଦି ଓଜନ କରିବାର କରିମାଣବିଶେଷ; ଏକରତି — ୨. A standard of weight for precious stones; carat.

[ଦ୍ର—୧: କରାଟ୍=୩ ୧/୫: ଗ୍ରେନ୍]