Jump to content

କରାମତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାମତ୍
ଉଚ୍ଚାରଣ: Karāmat
করামত करामत

ବୈଦେ. ବି. (ଆ. କରାମତ୍=ଅଦ୍ଭୁତ ବ୍ୟାପାର) —

୧: ଶୌର୍ୟ୍ୟ —୧. Valiance.

୨: ପରାକ୍ରମ; ଶକ୍ତି; ସାମର୍ଥ୍ୟ — ୨. Power; might.

୩: ଶକ୍ତି ପ୍ରକାଶ — ୩. Exhibition of one's power.

୪: ଅଦ୍ଭୁତ କ୍ଷମତା ପ୍ରଦର୍ଶନ — ୪. Exhibition of extraordinary power.