Jump to content

କରାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାର୍
ଉଚ୍ଚାରଣ: Karār
করার करार

ବୈଦେ. ବି. (ଆ. କରାର୍=ଅଙ୍ଗୀକାର) —

୧: ସ୍ବକାର —୧. Agreement; admission.

୨: ଅଙ୍ଗୀକାର — ୨. Promise; engagement.

୩: କଣ୍ଟା ମିଆଦ — ୩. Promised time-limit.

୪: ଚୁକ୍ତି —୪. Contract.

୫: ଆଶା —୫. Hope.

ପରାଶ ଅଛି ତୁ ଦେବା କରାଚରୁ ସିନାରେ କବିସୂର୍ଯ୍ୟ. ସଙ୍ଗୀତ