Jump to content

କରାର୍ବନ୍ଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାର୍ବନ୍ଦ୍
ଉଚ୍ଚାରଣ: Karārband

ଦେ. ବିଣ. (ଆ କରାର୍+ସଂ. ବନ୍ଧ) —

ପ୍ରତିଜ୍ଞାଦ୍ବାରା ଆବଦ୍ଧ — Bound by a promise or contract.