କରାର୍ କରିବା
ଦେଖଣା
କରାର୍ କରିବା —
ଉଚ୍ଚାରଣ: Karār karibā
করার করা
करार करना
ଦେ. କ୍ରି —
୧: ସ୍ବୀକାର କରିବା — ୧. To acknowledge; to agree; to admit.
୨: ଚୁକ୍ତି କରିବା —୨. To contract.
କରାର୍ କରିବା —
ଉଚ୍ଚାରଣ: Karār karibā
করার করা
करार करना
ଦେ. କ୍ରି —
୧: ସ୍ବୀକାର କରିବା — ୧. To acknowledge; to agree; to admit.
୨: ଚୁକ୍ତି କରିବା —୨. To contract.