Jump to content

କରାଳ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଳ କରିବା
ଉଚ୍ଚାରଣ: Karaāḻa karibā

ଗ୍ରା. ବୈଦେ. କ୍ରି.—(ଆ. କରାର) —

୧: ଅଙ୍ଗୀକାର କରିବା —୧. To promise.

୨: ସ୍ବୀକାର କରିବା — ୨. To agree; to acknowledge.

୩: ନିର୍ଦ୍ଧିଷ୍ଟ ସମୟରେ କୌଣସି କାର୍ଯ୍ୟ କରିବା ନିମନ୍ତେ ପ୍ରତିଜ୍ଞା କରିବା —୩. To promise to perform an act by a certain time.