Jump to content

କରିକୁମ୍ଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିକୁମ୍ଭ
ଉଚ୍ଚାରଣ: Karikumbha

ସଂ. ବି. (୬: ଷ୍ଠୀ ତତ୍; କରିନ୍+କୁମ୍ଭ) —

ହାତୀର କପାଳ ଉପରେ ଦୁଇପାଖରେ ଥିବା ମାଠିଆ ଭଳି ବର୍ତ୍ତୁଳ ମାଂସପିଣ୍ଡ —The frontal globes on both sides of the brow of an elephant.