Jump to content

କରିପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିପ
ଉଚ୍ଚାରଣ: Karipa

ସଂ. ବି. ପୁଂ. (କରିନ୍+ପା ଧାତୁ=ପାଳନ କରିବା+କର୍ତ୍ତୃ. ଅ) —

ହସ୍ତୀପାଳକ; ହସ୍ତୀପକ; ମାହୁନ୍ତ —The keeper of an elephant; the mahoot.