Jump to content

କରିବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିବର
ଉଚ୍ଚାରଣ: Karibara

ସଂ. ବି.—(୭: ମୀ ତତ୍; କରିନ୍+ବର) —

ହସ୍ତୀଶ୍ରେଷ୍ଠ; ଉତ୍କୃଷ୍ଟ ହାତୀ —An excellent elephant.

ଗ୍ରା. ବି. (ସଂ. କରବୀର) —

କରବୀ (ଦେଖ) Kaṙabī (See)