କରିମଙ୍ଗ
ଦେଖଣା
କରିମଙ୍ଗ —
ଉଚ୍ଚାରଣ: Karimaṇga
ଦେ. ବି. —
ଡଙ୍ଗାର ପଛ ମଙ୍ଗ —The stern of a country boat.
[ ଦ୍ର—ଏହି ମଙ୍ଗରେ ଠିଆ ହୋଇ ମାଝି ମଙ୍ଗଧରା ବା କାତ— ଦ୍ବାରା ଡଙ୍ଗାକୁ 'କର' ବା ପାର୍ଶ୍ବକୁ ବୁଲାଇ ପାରେ ବୋଲି ଏହି ନାମ ହୋଇଅଛି ]