କରିମର୍ଦ୍ଦ
ଦେଖଣା
କରିମର୍ଦ୍ଦ —
ଉଚ୍ଚାରଣ: Karimardda
ସଂ. ବି. (ଉପପଦ ସମାସ; କରିନ୍+ମୃଦ୍ ଧାତୁ=ଦଳିବା+ କତ୍ତୃ. ଅ; ଯେ ହସ୍ତୀକୁ ମର୍ଦ୍ଦନ କରେ) —
ସିଂହ —Lion.
କରିମର୍ଦ୍ଦ ପ୍ରାଯେ କରି ଆମ୍ଭ କାଯେ କରିବ ସୁଖ ସଦନ, ହେ ମୋହନ ଦୀନକୃଷ୍ଣ. ରସକଲ୍ଲୋଳ