Jump to content

କରିମୁଖ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିମୁଖ
ଉଚ୍ଚାରଣ: Karimukha

ସଂ. ବି. (୬: ଷ୍ଠୀ ତତ୍; କରିନ୍+ମୁଖ) —

୧: ହାତୀର ମୁହଁ — ୧. The head of an elephant.

୨: (ବହୁବ୍ରୀହି) ଗଣେଶ —୨. God Gaṇeṡa, the elephant-headed Deity.