Jump to content

କରିର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିର
ଉଚ୍ଚାରଣ: Karira

ସଂ. ବି. (କୃ=ବିକ୍ଷେପ କରିବା+ ସଂଜ୍ଞାର୍ଥେ. ଇରନ୍) —

୧: ବାଉଁଶ ଗଜା; କରଡ଼ୀ — ୧. Bamboo shoots or sprouts.

୨: କଣ୍ଟାଳିଆ ଗୁଳ୍ମବିଶେଷ; କଣ୍ଟେଇ କୋଳି — ୨. Name of tree; Capparis, Spinosa.

୩: ଘଟ —୩. An earthen jar.