Jump to content

କରିରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିରା
ଉଚ୍ଚାରଣ: Karirā

ସଂ. ବି. ସ୍ତ୍ରୀ. (କରିର+ସ୍ତ୍ରୀ. ଆ) —

୧: ହାତୀଦାନ୍ତର ମୂଳ —୧. The root of an elephant's tusk.

୨: ଛୋଟ ଝିଣ୍ଟିକା — ୨. A cricket; a small grasshopper. (Apte)