Jump to content

କରିଷେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିଷେ
ଉଚ୍ଚାରଣ: Karishe

ଦେ. କ୍ରି. ବିଣ. (ସଂ. କର୍ଷ; ଏକ କର୍ଷ ମାତ୍ର) —

ସାମାନ୍ୟ ମାତ୍ର —Slightly.

[ଦ୍ର—ତୁଳନା କର, ଏହିପରି ଅର୍ଥରେ ବ୍ୟବହାର—ତିଳେ; ମଶାଏ; ରତିଏ; ଧାନେ]

କରିଷେ ସଞ୍ଚରିବା ନ ସହିବ କରି ଶକଟେ ଯେବେ ଆରୋହିବ କବିସୂର୍ଯ୍ୟ. କବିତା

ଦେ. ବିଣ. —

ଏକ କର୍ଷ ପରିମିତ — Of one Karsha in weight.