କରି ଆସେ
ଦେଖଣା
କରି ଆସେ —
ଉଚ୍ଚାରଣ: Kari āse
करनेआता
ଦେ. କ୍ରି. —
(ଅମୃତ କାର୍ଯ୍ୟ ଅମୁକକୁ) ଜଣାଅଛି Is known (to so and so)
(ଯଥା—ମୋତେ ଚିତ୍ର କରି ଆସେ=ମୋତେ ଚିତ୍ର କର୍ମ ଜଣା ଅଛି)
ପ୍ରାଦେ. (ଗଞାମ) କ୍ରି —
(ଅମୁକ କାର୍ଯ୍ୟ) କରିବା ଉଚିତ — Ought to do (such an act)
(ଯଥା—ତାଙ୍କେ ଏକଥା କରି ଆସେ=ସେ ଏକଥା କରିବା ଉଚିତ)