କରୀନ୍ଦ୍ର
ଦେଖଣା
କରୀନ୍ଦ୍ର —
ଉଚ୍ଚାରଣ: Karīndra
ସଂ. ବି. (୭: ମୀ ତତ୍; କରିନ୍+ଇନ୍ଦ୍ର) —
୧: ବଡ଼ ହାତୀ — ୧. A big elephant.
କରୀନ୍ଦ୍ର ଦନ୍ତ ପଲଙ୍କ ତେଜି ପ୍ରଭୁ ନରୀନ୍ଦ୍ର ଚାପେ ଗମନ ଚନ୍ଦନୟାତ ଗୀତ
୨: ହାତୀ ପଲର ନେତା ହାତୀ — ୨. The leader of a herd of elephants.
୩: ଦନ୍ତା ହାତୀ —୩. A tusker.