Jump to content

କରୀଷଂକଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୀଷଂକଷା
ଉଚ୍ଚାରଣ: Karīshaṁkashā

ସଂ. ବି. (କରୀଷଂ=ଘସିକୁ+କଷ ଧାତୁ+ଅ+ଆ; ଯେଉଁ ବତାସ ଭୁମିରୁ ଘସିକୁ ସୁଦ୍ଧା ଉଡ଼ାଇ ନିଏ) —

ଝଡ଼ ତୋଫାନ — A strong wind; gale (Apte)