କରୁଣସ୍ବର
ଦେଖଣା
କରୁଣସ୍ବର —
ଉଚ୍ଚାରଣ: Karuṇaswara
ସଂ. ବି (କର୍ମଧା; କରୁଣ+ସ୍ବର) —
୧: ଯେଉଁ ସ୍ବରକୁ ଶୁଣିଲେ ଶୁଣିବା ଲୋକର ମନରେ ଦୟାର ଉଦ୍ରେକ ହୁଏ —୧. Pathetic or plaintive tone.
୨: କ୍ଳିଷ୍ଟବ୍ୟକ୍ତିର ସ୍ବର — ୨. The plaintive cry of an afflicted person.