କରୁଣାକର
ଦେଖଣା
କରୁଣାକର —
ଉଚ୍ଚାରଣ: Karuṇākara
ସଂ. ବି. (୬: ଷ୍ଠୀ ତତ୍; କରୁଣା+ଆକର) —
ଦୟାସାଗର —Source of kindness; fountain-head of mercy.
ସଂ. ବିଣ. —
କରୁଣାପୂର୍ଣ୍ଣ; ଦୟାମୟ —Full of pity; full of the milk of tenderness.
ଦେ. ବି. ପୁଂ —
ଲୋକଙ୍କ ନାମ —Name given to males.