Jump to content

କରୁଣାନିଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୁଣାନିଧି
ଉଚ୍ଚାରଣ: Karuṇānidhi

ସଂ. ବି. ଓ ବିଣ. (୬: ଷ୍ଠୀ ତତ୍; କରୁଣା+ ନିଧି= ସ୍ଥାନ, ଭଣ୍ଡାର) —

କରୁଣାନିଦାନ (ଦେଖ) Karuṇānidāna (See)

ଦେ. ବି. ପୁଂ —

ପୁରୁଷଙ୍କ ନାମ —Name given to males.