କରୁଣାର୍ଦ୍ରଚିତ୍ତ
ଦେଖଣା
କରୁଣାର୍ଦ୍ରଚିତ୍ତ —
ଉଚ୍ଚାରଣ: Karuṇārdrachitta
(କରୁଣାର୍ଦ୍ରଚିତ୍ତା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କରୁଣାର୍ଦ୍ର+ ଚିତ୍ତ)
ୟାହାର ଚିତ୍ତ ଦୟାଦ୍ବାରା ବିଗଳିତ ହୁଏ — Tender-hearted.
ସଂ. ବି (କର୍ମଧା;)
ଦୟାଦ୍ବାରା ବିଗଳିତ ହୃଦୟ — Heart melted with pity.