କରେଇ
ଦେଖଣା
କରେଇ —
ଉଚ୍ଚାରଣ: Karei
ଦେ. ବି. (ସଂ. କଟାହ) —
୧: କରାଇ (ଦେଖ) — Karāi (See)
୨: ନୌକା ବା ବୋଟ ମଧ୍ୟକୁ ଫାଟ ବାଟେ ଝରି ଜମିଥିବା ପାଣିକୁ ଯେଉଁ ପାତ୍ରରେ ନାଉରିମାନେ ଫିଙ୍ଗି ଦିଅନ୍ତି —୨. The cup by which boatmen throw the water accumulating at the bottom of the boat.
[ଦ୍ର—ଏଥିରେ ବେଣ୍ଟ ଲାଗିଲେ ଏହାକୁ ବେଣ୍ଠୁଲା କୁହାଯାଏ]
ଗ୍ରା. କ୍ରି. ବିଣ —
କଡ଼େଇ (ଦେଖ) —Kaṟḍ̠ei (See)
ଗ୍ରା. (ଇତର) ବି. (ଛୋଟ ଜାତିଙ୍କର ଳ ସ୍ଥାନରେ ର ଉଚ୍ଚାରଣ ଜନିତ ବ୍ୟବହାର)
କଳେଇ (ଦେଖ) — Kaḻei (See)