Jump to content

କରେଟୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରେଟୁ
ଉଚ୍ଚାରଣ: Kareṭu

ସଂ. ବି (କୁ=କୁତ୍ସିତ+ରେଟ୍ ଧାତୁ=ଶବ୍ଦ କରିବା+ଉ; କିମ୍ବା କ=ଜଳ+ରେଟ୍ ଧାତୁ=ଶବ୍ଦ କରିବା+ଉ) —

କରଟୁ; ଏକଜାତୀୟ ଜଳଚର ପକ୍ଷୀ; ଗେଣ୍ଡାଳିଆ ପକ୍ଷୀ — An aquatic openbill bird; Numidian crane.