Jump to content

କରେଣୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରେଣୁ
ଉଚ୍ଚାରଣ: Kareṇu

ସଂ. ବି (କୃ ଧାତୁ=କରିବା+କର୍ତ୍ତୃ. ଏନୂ) —

୧: (ପୁଂ) ହସ୍ତୀ — ୧. Male elephant.

୨: (ସ୍ତ୍ରୀ) ହସ୍ତିନୀ —୨. Female elephant.

୩: କନିଅର (ଗଛ) (ଦେଖ) — ୩. Kaniara (tree) (See).

ଦୀନ; ଶୋକାର୍ତ୍ତ —Overcome with grief; afflicted; miserable.