ଶବ୍ଦାର୍ଥ:
କରେଣୁକା — ଉଚ୍ଚାରଣ: Kareṇukā
ସଂ. ବି. ସ୍ତ୍ରୀ (କରେଣୁ+ସ୍ବାର୍ଥେ. କ+ସ୍ତ୍ରୀ. ଆ) —
ହସ୍ତିନୀ —Female elephant.