ଶବ୍ଦାର୍ଥ:
କରୋଟ — ଉଚ୍ଚାରଣ: Karoṭa পাশ करवट
ଦେ. ବି—(ସଂ. କରବର୍ତ୍ତ. ପ୍ରା. କରପଟ୍ଟ)
କଡ଼; ପାର୍ଶ୍ବ — Side; flank.