Jump to content

କରୋଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୋଟି
ଉଚ୍ଚାରଣ: Karoṭi

ସଂ. ବି (କ=ମସ୍ତକ+ରୁଟ ଧାତୁ=ରକ୍ଷା କରିବା+କର୍ତ୍ତୁ. ଅ) —

୧: ମୁଣ୍ଡର ଖପୁରି —୧. Skull.

୨: ମସ୍ତକର ଅସ୍ଥିସମୁହ — ୨. The bones of the head.