କରୋନର୍
ଦେଖଣା
କରୋନର୍ —
ଉଚ୍ଚାରଣ: Karonar
করোনর
करोनर
ବୈଦେ. ବି (ଇଂ. କରୋନର୍) —
ଅପମୃତ୍ୟୁରେ ମରିଥିବା ବ୍ୟକ୍ତିମାନଙ୍କର ମୃତଦେହକୁ ମାଇନା କରି ମୃତ୍ୟୁର କାରଣ ସମ୍ବନ୍ଧେ ପ୍ରମାଣ ଗ୍ରହଣ କରି କର୍ତ୍ତୃପକ୍ଷଙ୍କୁ ରିପୋଟ୍ କରିବା ପାଇଁ ନିଯୁକ୍ତ କର୍ମଚାରୀ —A Coroner.
[ଦ୍ର—କରୋନର୍ଙ୍କ ତଦନ୍ତକୁ ଇନ୍କ୍ବେଷ୍ଟ୍ (Inquest) ବୋଲା ଯାଏ ଓ ତାଙ୍କ ରିପୋଟ୍କୁ ଇନ୍କ୍ବେଷ୍ଟ୍ ରିପୋଟ୍ (Inquest report) ବୋଲାଯାଏ]