କର୍କ
ଦେଖଣା
କର୍କ —
ଉଚ୍ଚାରଣ: Kark
কাক
काग
ବୈଦେ. ବି (ଇଂ) —
୧: ବୋତଲର ଠିପି — ୧. The cork of a bottle.
୨: ଏକ ଜାତୀୟ ବୃକ୍ଷ; ୟାହା ଛେଲିରୁ ବୋତଲର ଠିପି ତିଆରି ହୁଏ —୨. The Indian Cork tree; Millingtonia Hortensis; Quercus Suber.
[ଦ୍ର—ଏହା ପାଟଳାଦିବର୍ଗର ଅରଣ୍ୟ ତରୁ ଏହାର ଫୁଲ ଧଳା ଓ ବଡ଼ ଡେମ୍ଫଯୁକ୍ତ ଓ ସୁଗନ୍ଧ ଏହା ଶୀତଦିନେ ଫୁଟେ; ଛୁଇଁ ଲମ୍ବ ଓ ମ଼ଞ୍ଜିରେ ପକ୍ଷ ଅଛି ଏ ଗଛର ଛାଲ ମୋଟା, କୋମଳ ଓ ସ୍ଥିତି— ସ୍ଥାପକ ଥିବାରୁ ଏଥିରେ ବୋତଲର ଠିପି କରାଯାଏ ଗଛଗୁଡ଼ିକ ଦେଖିବାକୁ ସୁନ୍ଦର ଥିବାରୁ ସଡ଼କର ଦୁଇ ପାଖରେ ଏ ଗଛମାନ ଲଗାଯାଏ ସୋହ୍ଲ ନରମା ଥିବାରୁ ଲସି ଯାଏ, କିନ୍ତୁ କର୍କ ସୋହ୍ଲ— ଠାରୁ ଟାଣୁଆ ଓ ସହଜରେ ଦବିଯାଏ ନାହିଁ]