କର୍କଚିର୍ଭିଟା
ଦେଖଣା
କର୍କଚିର୍ଭିଟା —
ଉଚ୍ଚାରଣ: Karkachirbhiṭā
ସଂ. ବି—(କର୍ମଧାରୟ; କର୍କ=ଶୁକ୍ଳ+ଚିର୍ଭିଟା) —
ଫୁଟୀ— କାକୁଡ଼ି; ଏକଜାତୟ ଧଳା ଫୁଟୀ (ପାଚିଲେ ଫାଟି ଯାଏ) —A species of white melon or cucumber which bursts when ripe.