କର୍କଟକ୍ରାନ୍ତି
ଦେଖଣା
କର୍କଟକ୍ରାନ୍ତି —
ଉଚ୍ଚାରଣ: Karkaṭakrānti
ସଂ. ବି. (ଭୂଗୋଳ ପରିଭାଷା; ଜ୍ଯୋତିଷ) —
ବିଷୁବରେଖାର ୨୩: ଡିଗ୍ରି ଉତ୍ତରରେ ପୃଥିବୀକୁ ବେଢ଼ିଥିବା କାଳ୍ପନିକ ରେଖା — (Geography, astronomy) The Tropic of Cancer.
[ଦ୍ର—ବିଷୁବରେଖାର ଦକ୍ଷିଣରେ ଥିବା କ୍ରାନ୍ତିକୁ ମକରକ୍ରାନ୍ତି ବୋଲାଯାଏ ଏହି ଦୁଇ କ୍ରାନ୍ତିମଧ୍ୟରେ ଥିବା କଟିବନ୍ଧକୁ ଗ୍ରୀଷ୍ମ କଟିବନ୍ଧ କହନ୍ତି ସୁର୍ୟ୍ୟଙ୍କ ଗତୀପଥ ଏହି ଉଭୟ କ୍ରାନ୍ତି ମଧ୍ୟରେ ଅବସ୍ଥିତ]