Jump to content

କର୍କଟଶୃଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍କଟଶୃଙ୍ଗ
ଉଚ୍ଚାରଣ: Karkaṭaṡṛuṇga

ସଂ. ବି (୬: ଷ୍ଠୀ ତତ୍; କର୍କଟ+ଶୃଙ୍ଗ) —

କଙ୍କଡ଼ାର ବଡ଼ ଗୋଡ଼ ବା ପଞ୍ଝା — The claws of a crab.