Jump to content

କର୍କଟୀ ଲଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍କଟୀ ଲଟୀ
ଉଚ୍ଚାରଣ: Karkaṭī laṭī

ଦେ. ବି (ସଂ. କର୍କଟୀ+ଲତା) —

କାକୁଡ଼ି ଲତା — Cucumber creeper.

ବଢ଼ାଇ ଦେଳି ଚାରୁତର ଚନ୍ଦନ ତରୁ ମୂଳେ କର୍କଟ ଲଟୀ ଛାରକୁ ରେ କବିସୂର୍ଯ୍ୟ. ସଙ୍ଗୀତ