କର୍କନ୍ଧୁ
ଦେଖଣା
କର୍କନ୍ଧୁ —
ଉଚ୍ଚାରଣ: Karkandhu
ସଂ. ବି. (କର୍କ=କଣ୍ଟକ+ଧା ଧାତୁ=ଧାରଣ କରିବା+ କର୍ତ୍ତୃ. ଉ) —
୧: ବରକୋଳି; ବଦରୀ (କୋଳି) — ୧. The Jujube plum.
୨: ବରକୋଳି ଗଛ — ୨. The jujube tree; Zizyphus Jujuba.
୩: ପାଣି ନଥିବା କୂଅ; ଶୁଖିଲା କୂଅ — ୩. A well without water; a dried up well (M.W.)
୪: ଦଶ ଦିନର ଭ୍ରୁଣ —୪. A fœtus which is ten days old.