କର୍କରାଟୁ
ଦେଖଣା
କର୍କରାଟୁ —
ଉଚ୍ଚାରଣ: Karkarāṭu
ସଂ. ବି. (କର୍କର=କର୍କଶ+ରଟ୍ ଧାତୁ=ଶବ୍ଦ କରିବା +କର୍ତ୍ତୃ. ଉ) —
୧: କରଟୁ; କରେଟୁ; କର୍କଶ ଶବ୍ଦକାରୀ ଏକ ପ୍ରକାର ଜଳଚର ପକ୍ଷୀ; ଗେଣ୍ଡାଳିଆ ପକ୍ଷୀ — ୧. The Numidian crane.
୨: ବାଙ୍କଚାହାଣି; ଆଡ଼ଚାହାଣି; କଟାକ୍ଷ — ୨. A glance; sidelook (M.W.)