କର୍କରୀ
ଦେଖଣା
କର୍କରୀ —
ଉଚ୍ଚାରଣ: Karkarī
ସଂ. ବି. (କର୍କର+ଈ) —
୧: ଜଳପାତ୍ର; ଘଟୀ — ୧. Water-jar; pitcher.
୨: ନଳ ଲାଗିଥିବା ଜଳପାତ୍ର; ଗଡ଼ୁ; ଝରୀ — . bqe ୨. A water jar with a spout to pour water.