Jump to content

କର୍କଶିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍କଶିଆ
ଉଚ୍ଚାରଣ: Karkaṡiā

ଦେ. ବିଣ. (ସଂ. କର୍କଶ) —

୧: ଜ୍ବରକ୍ରାନ୍ତ ହେବାର ପୂର୍ବ ଅବସ୍ଥାଜନିତ ବ୍ଯଥା ଅନୁଭବ କରୁଥିବା (ଶରୀର) — ୧. Feeling feverish.

୨: କର୍କଶ —୨. Hard; harsh.

୩: ଦୃଢ଼ —୩. Firm; tight.