Jump to content

କର୍ଣ୍ଣଉଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣଉଡ଼ି
ଉଚ୍ଚାରଣ: Karṇṇauṟḍ̠i

ଦେ. ବି —

ଗଉଡ଼ମାନଙ୍କର ଦୋଳ ପୂର୍ଣ୍ଣିମା ଉତ୍ସବରେ ନଉଡ଼ି ଖେଳରେ ବ୍ୟବହୃତ ଏକ ପ୍ରକାର ଲମ୍ବ ବାଡ଼ି — A long stick used by cowherds in stick-play.