Jump to content

କର୍ଣ୍ଣକଣ୍ଡୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣକଣ୍ଡୁ
ଉଚ୍ଚାରଣ: Karṇṇakaṇḍu

ସଂ. ବି. (କର୍ଣ୍ଣ+କଣ୍ଡୁ) —

୧: କାନ ଭିତର କୁଣ୍ଡାଇ ହେବା — ୧. Itching of the ear.

୨: (ଲକ୍ଷଣାର୍ଥ) ପରନିନ୍ଦା ଶୁଣିବାର ଇଚ୍ଛା — ୨. A desire to hear gossip against others.