କର୍ଣ୍ଣକୁହର
ଦେଖଣା
କର୍ଣ୍ଣକୁହର —
ଉଚ୍ଚାରଣ: Karṇṇakuhara
ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣ+କୁହର) —
କାନ ଭିତରେ ଥିବା ଛିଦ୍ର ବା ଗର୍ତ୍ତ — The ear-hole; the auditory passage; cavity of the ear.
କର୍ଣ୍ଣକୁହର —
ଉଚ୍ଚାରଣ: Karṇṇakuhara
ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣ+କୁହର) —
କାନ ଭିତରେ ଥିବା ଛିଦ୍ର ବା ଗର୍ତ୍ତ — The ear-hole; the auditory passage; cavity of the ear.