Jump to content

କର୍ଣ୍ଣକୂଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣକୂଟ
ଉଚ୍ଚାରଣ: Karṇṇakūṭa

ସଂ. ବି —

ସନ୍ନିପାତଜନିତ ଗାଲୁଆ ରୋଗ — A disease with painful swelling of of the neck and root of the ear; the mumps; the swelling of the parotid glands.

[ଦ୍ର—ଏଠାରେ କାନମୁଣ୍ଡା ଓ ବେକ ଆଦି ଫୁଲି ଯାଏ ଏ ରୋଗ ସମୟ ସମୟରେ ମାରାତ୍ମକ ହୁଏ]