କର୍ଣ୍ଣଗତ କରିବା
ଦେଖଣା
କର୍ଣ୍ଣଗତ କରିବା —
ଉଚ୍ଚାରଣ: Karṇṇagata karibā
ଦେ. କ୍ରି —
୧: ଶୁଣିବା — ୧. To hear.
କଥିତ ହେଉଥିଲେ ଏ ମହାଭାରତ ଯେଉଁ ଲୋକ ଏହା କରଇ କର୍ଣ୍ଣଗତ କୃଷ୍ଣସିଂହ. ମହାଭାରତ ଆଦି
୨: ଶୁଣାଇବା; କର୍ଣ୍ଣଗୋଚର କରିବା; କହିବା — ୨. To inform; to bring to the ears of.