Jump to content

କର୍ଣ୍ଣଦେଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣଦେଶ
ଉଚ୍ଚାରଣ: Karṇṇadesdot;a

ସଂ. ବି. (ରୂପକ; କର୍ଣ୍ଣ+ଦେଶ)

କର୍ଣ୍ଣ; କାନ — The ear.

ଗୁରୁଙ୍କର ବାଣୀ ସେ କର୍ଣ୍ଣଦେଶେ ଶୁଣି କୃଷ୍ଣସିଂହ. ମହାଭାରତ. ଆଦି