Jump to content

କର୍ଣ୍ଣପଟହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣପଟହ
ଉଚ୍ଚାରଣ: Karṇṇapaṭaha

ସଂ. ବି. (ରୂପକ; କର୍ଣ୍ଣ+ପଟହ) —

କାନ ଭିତରେ ଥିବା ଯେଉଁ ପତଳା ଚମ— ପରଦାରେ ବାହାରକୁ ଯିବା ଧ୍ଵନି ବାଜିଲେ ଶୁଭେ — The ear-drum.