Jump to content

କର୍ଣ୍ଣପାତ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣପାତ କରିବା
ଉଚ୍ଚାରଣ: Karṇṇapāta karibā

ଦେ. କ୍ରି —

୧: ଶୁଣିବା — ୧. To hear; to listen to.

୨: ଖାତିର କରିବା —୨. To pay heed to.