Jump to content

କର୍ଣ୍ଣପିଶାଚୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣପିଶାଚୀ
ଉଚ୍ଚାରଣ: Karṇṇapisāchī

ସଂ. ବି. ସ୍ତ୍ରୀ —

୧: ତନ୍ତ୍ରୋକ୍ତ ଦେବୀବିଶେଷ; ୟାହାଙ୍କ ସାଧନା କଲେ ମନୁଷ୍ୟ ସର୍ବଜ୍ଞ ହୁଏ — ୧. A Goddess who grants the boon of ominiscience to her devotee.

୨: ଦେବୀସାଧନା ଦ୍ବାରା ସର୍ବଜ୍ଞ ହେବାପାଇଁ ଅଭ୍ୟାସ କରାଯିବା ବିଦ୍ୟା — ୨. The esoteric art of practising omniscience.