Jump to content

କର୍ଣ୍ଣପୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣପୁର
ଉଚ୍ଚାରଣ: Karṇṇapūra

ସଂ. ବି. (କର୍ଣ୍ଣ+ପୂର୍ ଧାତୁ+କର୍ତ୍ତୃ. ଅ) —

୧: କର୍ଣ୍ଣଭୂଷଣ; କାପ — ୧. An ear-ornament.

୨: ନୀଳପଦ୍ମ; ନୀଳକଇଁ —୨. The blue water-lily.

୩: ଅଶୋକ ବୃକ୍ଷ — ୩. Saraca Indica (tree).

୪: ଶିରୀଷ ଗଛ —୪. A tree; Albizza Lebbec.

୫: ଜନୈକ ବୈଷ୍ଣବ ଗ୍ରନ୍ଥକାର — ୫. An auther of B&aline;i̱shṇaba works.